ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା। ପ୍ରସ୍ତୁତି: ନିବେଦିତା ପଣ୍ଡା ଉପସ୍ଥାପନା: ପ୍ରତିଭା ଘୋଷ ଜଙ୍ଗଲ ଅଧିକାର ଆଇନ ବିଷୟକ ବହୁ ପ୍ରତିକ୍ଷିତ ରାୟ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ଆପଣଙ୍କ ମତ କ’ଣ? ଏପ୍ରିଲ ୨ ତାରିଖରେ ହେବାକୁ ଥିବା...
ଅଧିକାର
ଜଙ୍ଗଲ ଅଧିକାର ଆଇନ; ଏକ ନୂଆ ସମ୍ଭାବନା
ଜଙ୍ଗଲ ଅଧିକାର ଆଇନ ଆସିବା ଦ୍ୱାରା; ଜଙ୍ଗଲରେ ରହିଆସୁଥିବା ଆଦିବାସୀଙ୍କ ଅନୁଭବ ଓ ପାରମ୍ପରିକ ଜ୍ଞାନକୁ ଆଧାର କରି ବର୍ତ୍ତମାନ ଗ୍ରାମସଭାଗୁଡିକ ଆଇନଗତ ଭାବେ ଜଙ୍ଗଲ ସୁରକ୍ଷା ପାଇଁ ଅଧିକାର ପାଇଛନ୍ତି; ଏହି ପଦକ୍ଷେପ ଜଙ୍ଗଲ ଅଧିକାର ଆଇନକୁ ନେଇ ଏକ ନୂଆ ଯୁଗର ଆରମ୍ଭ କରିବ । ଲେଖକ: ସିଆର୍ ବିଜୟ ଅନୁବାଦ: ପ୍ରତିଭା ଘୋଷ...
କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ
କର୍ମୀ ପ୍ରଦୀପ ସାହୁଙ୍କ ମୁହଁରୁ.... ପ୍ରସ୍ତୁତି: ପ୍ରତିଭା ଘୋଷ ‘କ୍ୟାମ୍ପନ୍ ଫର୍ ସର୍ଭାଇଭାଲ୍ ଆଣ୍ଡ ଡିଗ୍ନିଟି’ । ଯାହାର ଆକ୍ଷରିକ ଅର୍ଥ ହେଉଛି ସମ୍ମାନର ସହ ବଞ୍ଚିବା ପାଇଁ ଆରମ୍ଭ ହୋଇଥିବା କ୍ୟାମ୍ପେନ୍। ପିଢ଼ି ପରେ ପିଢ଼ି ଧରି ନିଜର ଠିକଣା ସ୍ଥିର କରି ବଞ୍ଚୁଥିବା ଆଦିବାସୀମାନଙ୍କୁ ନିଜର ପୈତୃକ ବାସସ୍ଥଳୀକୁ...
କିଏ ଜବରଦଖଲକାରୀ ଓ କିଏ ଜବରଦଖଲ କରୁଛି
ଜଙ୍ଗଲ ଆଦିବାସୀଙ୍କର ପରିଚୟ । ଜଙ୍ଗଲର ସୁରକ୍ଷାଦାତା ସାଜିଥିବା ଏହି ଆଦିବାସୀମାନେ ସମୟକ୍ରମେ ଉପନିବେଶବାଦ୍ର ଅଧୀନ ହୋଇ ଜବରଦଖଲକାରୀର ଆଖ୍ୟା ପାଇଲେ । ଆଉ ଶେଷରେ ପରିସ୍ଥିତି ଏମିତି ହେଲା କି ନିଜର ଠିକଣା ଜାଗାରୁ ବି ତାକୁ ବିସ୍ଥାପନର ଶିକାର ହେବାକୁ ପଡିଲା । ଜଙ୍ଗଲକୁ ବାସ୍ତବରେ ଅନ୍ୟ କେହି ଜବରଦଖଲ କରୁଥିବା ବେଳେ ଏହି...
ଜଙ୍ଗଲ ଅଧିକାର ଆଇନ ସର୍ବୋପରି ଏକ ଯୁଗାନ୍ତକାରୀ ଆଇନ
ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ ଏକ ଉଲ୍ଲେଖନୀୟ ପରିର୍ତ୍ତନ ଆଣିବା ଲାଗି ଜଙ୍ଗଲ ଅଧିକାର ଆଇନ ୨୦୦୬ ହେଉଛି ଏକ ଐତିହାସିକ ପଦକ୍ଷେପ। ଏହି ଯୁଗାନ୍ତକାରୀ ଆଇନର ବ୍ୟବସ୍ଥା ବନବାସୀ ଗୋଷ୍ଠୀ ଏବଂ ସେମାନେ ବସବାସ...



